ଏପଟେ ଶୋକ, ସେପଟେ ଭୋଜି : କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫାର୍ମ ହାଉସରେ ଭୋଜି ଭବାନୀପାଟଣା : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଘଟଣା ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି। ଦଳ ଭୁବନେଶ୍ବସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଶୋକସଭା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହିଭଳି ଏକ ସମୟରେ କଳାହାଣ୍ଡିଠାରେ ପୂର୍ବତନ ବିଧାୟକ ଅନାମ ନାଏକଙ୍କ ମାଂସଭୋଜି ଆଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। … Continue reading ଏପଟେ ଶୋକ, ସେପଟେ ଭୋଜି : କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ